ଡାକ୍ତରଖାନାରେ ରୋଗୀ ଖାଦ୍ୟ କେଲେଙ୍କାରୀ : ଦିନକୁ ୧୦୦ ମିଲ୍‌ ଗାଏବ:ଏଡିଏମ୍‌ଓ କହିଲେ, ତଦନ୍ତ ହେବ

ସମ୍ବଲପୁର : ସମ୍ବଲପୁର ସଦର ଡାକ୍ତରଖାନାରୁ ଦୈନିକ ନୂଆ ଭାବରେ ଆସୁଥିବା ପ୍ରାୟ ୧୦୦ରୁ ୧୨୦ ରୋଗୀଙ୍କ ମିଲ୍‌ ଗାଏବ ହୋଇ ଯାଉଛି। ରୋଗୀ ସକାଳୁ କିମ୍ବା ସଂଧ୍ୟାରେ ଯେତେବେଳେ ମଧ୍ୟ ଭର୍ତ୍ତି ହୁଅନ୍ତୁ ସେମାନେ ସେମାନେ ସେହି ଦିନର ଖାଦ୍ୟ ପାଉନାହାନ୍ତି। ଅନେକ ରୋଗୀ ପରବର୍ତ୍ତୀ ଦିନ ମଧ୍ୟ ଖାଦ୍ୟରୁ ବଞ୍ଚିତ ହେଉଥିବା ନେଇ ସଦର ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଭର୍ତ୍ତି ରୋଗୀମାନେ ଅଭିଯୋଗ କରିଛନ୍ତି। ସମ୍ବଲପୁର ସଦର … Continue reading ଡାକ୍ତରଖାନାରେ ରୋଗୀ ଖାଦ୍ୟ କେଲେଙ୍କାରୀ : ଦିନକୁ ୧୦୦ ମିଲ୍‌ ଗାଏବ:ଏଡିଏମ୍‌ଓ କହିଲେ, ତଦନ୍ତ ହେବ